ଦେଶୀ ଗାଇ ହେଲା ‘ରାଜ୍ୟ ମାତା’ | ମହାରାଷ୍ଟ୍ର ରେ ଗାଈ କୁ ରାଜ୍ୟ ମାତାର ମାନ୍ୟତା ଦେଲେ ମହାରାଷ୍ଟ୍ର ସରକାର | ଦେଶୀ ଗାଈ ପାଳନ କରୁଥିବା ବ୍ୟକ୍ତି ଙ୍କୁ ଗୋଟିଆ ଗାଈ ପିଛା ଦିନକୁ ୫୦ଟଙ୍କା ଅର୍ଥାତ ୧ମାସ ରେ ୧୫୦୦ ଟଙ୍କା ଦିଆଯିବା ପାଇଁ ଘୋଷଣା କରିଛି ମହାରାଷ୍ଟ୍ର ସରକାର | ଦେଶୀ ଗାଈ ସଂଖ୍ୟା କମିବାକୁ ଲାଗିଥିବାରୁ ଏହିପରି ପଦକ୍ଷେପ ନେଇଛନ୍ତି ମହାରାଷ୍ଟ୍ର ସରକାର | ଦେଖନ୍ତୁ ସମ୍ପୂର୍ଣ ଖବର |
Get real time update about this post categories directly on your device, subscribe now.
Copyright Reserved With Newsroom