ଦୁଇ ଦିନ ହେବାକୁ ଥିବା ଏହି ନିଲାମ ପ୍ରକିୟାର ପ୍ରଥମ ଦିନରେ ରେକର୍ଡ ଭାଙ୍ଗିଛନ୍ତି ଋଷଭ ପନ୍ଥ। ସେ ୨୭ କୋଟିରେ ବିକ୍ରି ହୋଇଛନ୍ତି। ଲକ୍ଷ୍ନୌ ସୁପର ଜାଏଣ୍ଟସ ତାଙ୍କୁ କିଣିଛି। ପୂର୍ବରୁ ଦିଲ୍ଲୀ ଟିମ୍ ପାଇଁ ଖେଳୁଥିଲେ । ତାଙ୍କ ପଛକୁ ରହିଛନ୍ତି ଶ୍ରେୟସ ଏୟର। ପଞ୍ଜାବ ୨୬ କୋଟି ୭୫ ଲକ୍ଷ ଟଙ୍କାରେ ତାଙ୍କୁ କିଣିଛି।