ଆଜି ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦୀ । ସଂଧ୍ୟା ୭ଟା ୧୫ରେ ରାଷ୍ଟ୍ରପତି ଭବନରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ । ଏହା ପୂର୍ବରୁ ଆଜି ସକାଳୁ ପ୍ରଧାନମନ୍ତ୍ରୀ ରାଜଘାଟ ଯାଇ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।
ରାଜନାଥ ସିଂ-ଉତ୍ତରପ୍ରଦେଶ
ନୀତିନ ଗଡ଼କରୀ-ମହାରାଷ୍ଟ୍ର
ଅମିତ ଶାହା-ଗୁଜରାଟ
ନିର୍ମଳା ସୀତାରମଣ-ତାମିଲନାଡ଼ୁ
ଅଶ୍ୱିନୀ ବୈଷ୍ଣବ-ଓଡ଼ିଶା
ପୀୟୁଷ ଗୋଏଲ-ମହାରାଷ୍ଟ୍ର
ମନସୁଖ ମାଣ୍ଡବିୟ-ଗୁଜରାଟ
ଅର୍ଜୁନ ମେଘଓ୍ବାଲ-ରାଜସ୍ଥାନ
ଶିବରାଜ ସିଂ-ମଧ୍ୟପ୍ରଦେଶ
ଅନ୍ନାମଲାଇ-ତାମିଲନାଡ଼ୁ
ସୁରେଶ ଗୋପି-କେରଳ
ମନୋହର ଖଟ୍ଟର-ହରିଆଣା
ସର୍ବାନନ୍ଦ ସୋନୋଓ୍ବାଲ-ପୂର୍ବୋତ୍ତର
କିରନ ରିଜିଜୁ-ପୂର୍ବୋତ୍ତର
ରାଓ ଇନ୍ଦ୍ରଜିତ-ହରିଆଣା
ଜିତେନ୍ଦ୍ର ସିଂ-ଜମ୍ମୁ କଶ୍ମୀର
କମଲଜୀତ ସହରାଓ୍ବତ-ଦିଲ୍ଲୀ
ରକ୍ଷା ଖଡସେ-ମହାରାଷ୍ଟ୍ର
ଜି କିଶନ ରେଡ୍ଡୀ-ତେଲଙ୍ଗାନା
ହରଦୀପ ପୁରୀ-ପଞ୍ଜାବ
ନିତ୍ୟାନନ୍ଦ ରାୟ-ବିହାର
ବନ୍ଦି ସଞ୍ଜୟ କୁମାର-ତେଲଙ୍ଗାନା
ପଙ୍କଜ ଚୌଧୁରୀ-ଉତ୍ତରପ୍ରଦେଶ
ବିଏଲ୍ ବର୍ମା-ଉତ୍ତରପ୍ରଦେଶ
ଅନ୍ନପୂର୍ଣ୍ଣା ଦେବୀ-ଝାରଖଣ୍ଡ
ରବନୀତ ସିଂ ବିଟ୍ଟୁ-ପଞ୍ଜାବ
ଶୋଭା କରନ୍ଦଜାଲେ-କର୍ନାଟକ
ହର୍ଷ ମଲହୋତ୍ରା-ଦିଲ୍ଲୀ
ଜିତିନ ପ୍ରସାଦ-ୟୁପି
ଭାଗିରଥ ଚୌଧୁରୀ-ରାଜସ୍ଥାନ
ସିଆର୍ ପାଟିଲ-ଗୁଜରାଟ
ଅଜୟ ଟମ୍ଟା-ଉତ୍ତରାଖଣ୍ଡ
ଧର୍ମେନ୍ଦ୍ର ପ୍ରଧାନ-ଓଡ଼ିଶା
ଜୁଏଲ ଓରାମ-ଓଡ଼ିଶା
ଗଜେନ୍ଦ୍ର ସିଂ ଶେଖାଓ୍ବତ-ରାଜସ୍ଥାନ
ଜ୍ୟୋତିରାଦିତ୍ୟ ସିନ୍ଧିଆ-ମଧ୍ୟପ୍ରଦେଶ