ଆସୁଛି ଲଘୁଚାପ, ବର୍ଷିବ ଜୋର । ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇପାରେ ।ଏହାର ପ୍ରଭାବରେ ଅକ୍ଟୋବର ୧୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଘଡ଼ଘଡି ସହ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ତେବେ ଏହି ସମୟରେ ଦୁର୍ଗାପୂଜା ପଡୁଥିବାରୁ ଏଥର ପୂଜା ମଉଜ ଫିକା ପଡିପାରେ ବୋଲି ଆଶା ।
Get real time update about this post categories directly on your device, subscribe now.
Copyright Reserved With Newsroom