ପାଣିପାଗ କେନ୍ଦ୍ର କହିଲା ଏଯାଏଁ ହୋଇନାହିଁ ବାତ୍ୟା ଆକଳନ । 22ରେ ଲଘୁଚାପ ଓ 24ରେ ନେଇପାରେ ଅବପାତର ରୂପ । 23 ତାରିଖରୁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା । ୧୪ଜିଲ୍ଲାକୁ ୟେଲୋ ୱାର୍ନିଙ୍ଗ ଦେଇଛି ପାଣିପାଗ ବିଭାଗ | ସମ୍ବଲପୁର,ଝାରସୁଗୁଡା,ଦେବଗଡ,କେନ୍ଦୁଝର ଓ ସୁନ୍ଦରଗଡ ଜିଲ୍ଲାରେ ଆଗାମୀ ତିନି ଘଣ୍ଟା ମଧ୍ୟରେ ଘଡଘଡି ସହ ବର୍ଷ ହେବ ବୋଲି ପାଣିପାଗ କେନ୍ଦ୍ରରୁ ସୂଚନା ମିଳିଛି | ନଜର ପକାନ୍ତୁ ସମ୍ପୂର୍ଣ ପାଣିପାଗ ଖବର ଉପରେ |
Get real time update about this post categories directly on your device, subscribe now.
Copyright Reserved With Newsroom