ଉଭାନ୍ ହେଲେ ଇଲିସି ମାଛ |ଜଗତସିଂହପୁର ଜିଲ୍ଲା ପାରାଦ୍ବୀପରେ ଏହି ସମୟରେ ଟନ ଟନ ଇଲିସି ମାଛଧରା ହୋଇଥାଏ । ଗୋଟିଏ ସମୟ ଥିଲା ସ୍ବାଦିଷ୍ଟ ଇଲିସି ଉତ୍ପାଦନରେ ପାରାଦୀପ ପ୍ରସିଦ୍ଧି ଲାଭ କରିଥିବା ବେଳେ ଏବେ ଏଠାରେ ଇଲିସି ମାଛ ଦେଖିବା ସ୍ବପ୍ନ ହୋଇପଡ଼ିଛି । ଜଳବାୟୁ ପରିବର୍ତ୍ତନ କାରଣରୁ ହେଉ ବା ସମୁଦ୍ର ଓ ନଦୀ ଜଳ ପ୍ରଦୂଷିତ କାରଣରୁ ହେଉ ପାରାଦ୍ବୀପ ସମୁଦ୍ରରେ ଇଲିସି ଉତ୍ପାଦନ ଏକ ପ୍ରକାର ବନ୍ଦ ହୋଇପଡିଛି । ଯାହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ମତ୍ସ୍ୟଜୀବୀ ।
Get real time update about this post categories directly on your device, subscribe now.
Copyright Reserved With Newsroom