ଭୁବନେଶ୍ଵର : ରାଜନୀତିରେ ଚାଲିଛି ଛକାପଞ୍ଝା | ତଦନ୍ତ ହେବ କି ପୂର୍ବତନ ୫ଟି ସଚିବ ଭିକେ ପାଣ୍ଡିଆନଙ୍କ ହେଲିକପ୍ଟର ଖର୍ଚ୍ଚ | ଏହାକୁ ନେଇ ଏବେ ତାତିଛି ରାଜନୀତି । ସେ ତାଙ୍କ ବ୍ୟକ୍ତିଗତ କାମରେ ସରକାରୀ ଖର୍ଚ୍ଚରେ ହେଲିକପ୍ଟର ବ୍ୟବହାର କରୁଥିଲେ ବୋଲି ଅଭିଯୋଗ ହୋଇଥିଲା । ଯାହାକୁ ନେଇ କେତେ ଖର୍ଚ୍ଚ ହୋଇଛି, ସରକାରୀ ପାଣ୍ଠିରୁ ତାହା ତଦନ୍ତ ହେଉଥିବା କହିଛନ୍ତି ପରିବହନ ମନ୍ତ୍ରୀ |
Get real time update about this post categories directly on your device, subscribe now.
Copyright Reserved With Newsroom