ବିରୋଧୀଙ୍କ ପ୍ରତିବାଦ ,ଚାଲିପାରୁନି ବିଧାନସଭା | ବିଜେଡି ଏବଂ କଂଗ୍ରେସ ସଦସ୍ୟମାନେ ଭିନ୍ନ ଭିନ୍ନ କାରଣକୁ ନେଇ ହଟ୍ଟଗୋଳ କରୁଛନ୍ତି । ଯାହା ଫଳରେ ଗୃହ ଚାଲିପାରୁନାହିଁ । ମଦ ମୃତ୍ୟୁ ପାଇଁ ବିଜେଡି ଗୃହ ଅଚଳ କରୁଛି । ବିରୋଧୀ କଂଗ୍ରେସ ମଧ୍ୟ ସାଥ ଦେଉଛି । ହୋହଲ୍ଲା ପାଇଁ ଚାଲିପାରୁନି ବିଧାନସଭା। ଗଞ୍ଜାମ ମଦ ମୃତ୍ୟୁକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ। ବାଚସ୍ପତିଙ୍କ ପୋଡିୟମ ଉପରକୁ ଉଠି ପ୍ରତିବାଦ କରିଛନ୍ତି। ମଦ ମୃତ୍ୟୁ ମାମଲାରେ ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି ବିରୋଧୀ । ହେଲେ ମନ୍ତ୍ରୀ କହିଛନ୍ତି ସଚେତନ ଅଛନ୍ତି ସରକାର ଏବଂ ନିଆଯାଉଛି ଆକ୍ସନ। ଦେଖନ୍ତୁ ସମ୍ପୂର୍ଣ ଖବର |