ବିଜେପି ସରକାର ଗଠନ ହେବା ପରେ ଖାଲି ପ୍ରଶାସନରେ ଅଦଳ ବଦଳ ହେଉନାହିଁ । ଯୋଜନାର ନାମ ସହ ଏବେ ନୂଆ ସରକାର ଏବଂ 5ଟି ବି ହଟାଇଦିଆଯାଇଛି । ଏନେଇ ମୋହନ ମାଝୀଙ୍କ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । ସରକାରୀ କର୍ମଚାରୀଙ୍କ ଉପରୁ ହଟିଲା 5T ଚାର୍ଟର । 5T ଚାର୍ଟର ସହ ହଟିଲା ମୋ ସରକାର । କ, ଖ, ଗ ବର୍ଗର କର୍ମଚାରୀଙ୍କ ଉପରୁ ହଟିଲା 5T । 5T ଚାର୍ଟର ହଟାଇଛନ୍ତି ରାଜ୍ୟ ସରକାର । ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।