କେନ୍ଦ୍ରାପଡ଼ା ସାଂସଦ ତଥା ବିଜେପି ନେତା ଅନୁଭବ ମହାନ୍ତିଙ୍କୁ ବଡ଼ ଆଶ୍ୱସ୍ତି ମିଳିିଛି । ଅନୁଭବଙ୍କ ନାରେ ଜାରି ହୋଇଥିବା ଏନବିଡବ୍ଲୁ ବା ଜାମିନ ବୀହିନ ଗିରଫ ପରୱାନା ଉପରେ ରହିତାଦେଶ ଲଗାଇଛନ୍ତି ହାଇକୋର୍ଟ । ଏନେଇ ହାଇକୋର୍ଟରେ ଆବେଦନ କରିଥିଲେ ଅନୁଭବ ମହାନ୍ତି ।ପୁରୀଘାଟ ଥାନାରେ ହୋଇଥିବା ଘରୋଇ ହିଂସା ମାମଲାରେ ଏନବିଡବ୍ଲୁୁ ଜାରି କରିଥିଲେ କଟକ ଜେ.ଏମ୍.ଏଫ.ସି କୋର୍ଟ ।