ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂତନ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କୁ ମଧ୍ୟ ମନ୍ତ୍ରଣାଳୟ ବଣ୍ଟନ କରିଛନ୍ତି । ମୋଦି କ୍ୟାବିନେଟରେ ୩ ଓଡ଼ିଆ ମନ୍ତ୍ରୀଙ୍କୁ ମିଳିଲା ବଡ଼ ବିଭାଗ । ରେଳ ସହ ସୂଚନା ପ୍ରସାରଣ ମନ୍ତ୍ରାଳୟ ପାଇଲେ ଅଶ୍ବିନୀ ବୈଷ୍ଣବ । -ଶିକ୍ଷା ବିଭାଗ ବଜାୟ ରଖିଲେ ଧର୍ମେନ୍ଦ୍ର ପ୍ରଧାନ । ଆଦିବାସୀ କଲ୍ୟାଣ ବିଭାଗ ଫେରି ପାଇଲେ ଜୁଏଲ ଓରାମ
ରାଜନାଥ ସିଂହ- ପ୍ରତିରକ୍ଷା ମନ୍ତ୍ରାଳୟ
-ଅମିତ ଶାହ- ସ୍ବରାଷ୍ଟ୍ର ମନ୍ତ୍ରାଳୟ
-ନୀତିନ ଗଡ଼କରୀ- ସଡ଼କ ପରିବହନ ଓ ରାଜପଥ ନିର୍ମାଣ
-ନିର୍ମଳା ସୀତାରମଣ- ଅର୍ଥ
-ଏସ୍. ଜୟଶଙ୍କର- ବୈଦେଶିକ ବ୍ୟାପାର
-ମନୋହର ଲାଲ୍- ଶକ୍ତି,ସହରାଞ୍ଚଳ ବିକାଶ ଓ ଗୃହ ନିର୍ମାଣ
ଅଶ୍ବିନୀ ବୈଷ୍ଣବ-ରେଳ, ସୂଚନା ଓ ପ୍ରସାରଣ
-ଶିବରାଜ ସିଂ ଚୌହାନ- କୃଷି, ଗ୍ରାମ୍ୟ ଉନ୍ନୟନ
-ଧର୍ମେନ୍ଦ୍ର ପ୍ରଧାନ- ଶିକ୍ଷା ମନ୍ତ୍ରାଳୟ
-ଚିରାଗ ପାଶ୍ବାନ- କ୍ରୀଡ଼ା
-ଏଚ୍.ଡି କୁମାରସ୍ବାମୀ- ଇସ୍ପାତ ଓ ଖଣି
କେ. ରାମ ମୋହନ ନାଇଡୁ- ବେସାମରିକ ବିମାନ ଚଳାଚଳ
ଅନ୍ନପୂର୍ଣ୍ଣା ଦେବୀ- ମହିଳା ଓ ଶିଶୁ ବିକାଶ
ଗଜେନ୍ଦ୍ର ଶେଖାୱତ- ପର୍ଯ୍ୟଟନ ଓ ସଂସ୍କୃତି
ସର୍ବାନନ୍ଦ ସୋନୱାଲ- ବନ୍ଦର ଓ ଜାହାଜ ଚଳାଚଳ
କିରଣ ରିଜିଜୁ- ସଂସଦୀୟ ବ୍ୟାପାର
-ପ୍ରହ୍ଲାଦ ଯୋଶୀ- ଖାଦ୍ୟ ଓ ଖାଉଟି କଲ୍ୟାଣ
-ଜେ.ପି ନଡ୍ଡା- ସ୍ବାସ୍ଥ୍ୟ
-ଜ୍ୟୋତିରାଦିତ୍ୟ ସିନ୍ଦିଆ- ଟେଲିକମ୍
-ଜୁଏଲ ଓରାମ- ଆଦିବାସୀ କଲ୍ୟାଣ
ହରଦୀପ ସିଂ ପୁରୀ- ପେଟ୍ରୋଲିୟମ
-ଗିରିରାଜ ସିଂହ- ବୟନ ଶିଳ୍ପ