ପ୍ରଦୀପ ପାଣିଗ୍ରାହୀ : କେସ୍ କଲା କିଏ ? କେସ୍ ହଟାଇଲା କିଏ ?
ସାଂସଦ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଠକେଇ ମାମଲାରେ ଆଜି ପୁଣି କୋର୍ଟରେ ଶୁଣାଣି ହୋଇଛି । ଅଭିଯୋଗକାରୀ କୋର୍ଟରେ ବୟାନ ରଖିଛନ୍ତି । କିଛି ରାଜନେତା ଓ ପ୍ରଶାସନିକ ଅଧିକାରୀଙ୍କ ଚାପର ବଶବର୍ତ୍ତୀ ହୋଇ ମିଥ୍ୟା ମାମଲା ରୁଜ୍ଜୁ କରିଥିବା ଅଭିଯୋଗକାରୀମାନେ ବୟାନ ରଖିଥିବା ନେଇ ପ୍ରଦୀପଙ୍କ ଓକିଲ ଦୀପକ ପଟ୍ଟନାୟକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।